ଅଧ୍ୟୂଢ଼ଜ Adhyūṟḍ̠ẖaja

  • ସଂ. ବି. ପୁଂ. (ଅଧ୍ୟୂଢ଼ା+ଜନ ଧାତୁ+ଅ) — ବିବାହ ପୂର୍ବରୁ ଗର୍ଭ ଧାରଣ କରିଥିବା ସ୍ତ୍ରୀର ସନ୍ତାନ — The son of woman pregnant before marriage (M.W.)