ଅଧ୍ୟୁଷିତ Adhyushita

  • ସଂ. ବିଣ. (ଆଧି+ବସ ଧାତୁ+କର୍ମ. ତ) — ଯେଉଁ ସ୍ଥାନରେ ବାସ କରାଯାଏ — Inhabited
  • ସଂ. ବିଣ. (ଆଧି+ବସ ଧାତୁ+କର୍ମ. ତ) — ଅଧିକୃତ (ସ୍ଥାନ) — Occupied (place)
  • ସଂ. ବିଣ. (ଆଧି+ବସ ଧାତୁ+କର୍ମ. ତ) — ଅଧ୍ୟାସିତ (ଦେଖ) — Adhyāsita (See)
  • ସଂ. ବିଣ. (ଆଧି+ବସ ଧାତୁ+କର୍ମ. ତ) — ଉପବିଷ୍ଟ — Seated on