ଅଧ୍ୟାହାର Adhyāhāra

  • ସଂ. ବି. (ଅଧି+ଆ+ହୃ ଧାତୁ+ଭାବ. ଅ) — ଅଧ୍ୟାହରଣ (ଦେଖ) — Adhyāharaṇa (See)
  • ସଂ. ବି. (ଅଧି+ଆ+ହୃ ଧାତୁ+ଭାବ. ଅ) — କାଞ୍ଚି ମାଳା ମଧ୍ୟରେ ଡାକିବାର / କଲା ଏମନ୍ତ କବି ଅଧ୍ୟାହାର। ଦୀନକୃଷ୍ଣ, ରସକଲ୍ଲୋଳ।