ଅଧ୍ୟାବହନ Adhyābahana

  • ସଂ. ବି. (ଅଧି+ଆ+ବହ ଧାତୁ+ଭାବ. ଅନ) — ଝିଅ ବଢ଼ିଲା ପରେ ପ୍ରଥମେ ଶାଶୁଘରକୁ ଯିବା; ପହିଲିପାଳି ଯିବା; ଝିଅ ଭାର ଘେନି ଶାଶୁଘରକୁ ଯିବା — The first journey of a married girl to her husband's home after attaining puberty