ଅଧ୍ୟାପୟିତା Adhyāpyita

  • ସଂ. ବି. ପୁଂ. (ଅଧି+ଇ ଧାତୁ ଣିଚ=ଅଧ୍ୟାପି ଧାତୁ= ପାଠ ପଢ଼ାଇବା+କର୍ତ୍ତୃ. ତୃ 1 ମା. 1 ବ) — ଶିକ୍ଷକ; ଅଧ୍ୟାପକ — Teacher