ଅଧ୍ୟବସିତ Adhyabasita

  • ସଂ. ବିଣ. (ଅଧି+ଅବ+ସୋ ଧାତୁ+କର୍ମ. ତ) — ଚେଷ୍ଟିତ — Attempted
  • ସଂ. ବିଣ. (ଅଧି+ଅବ+ସୋ ଧାତୁ+କର୍ମ. ତ) — ସଂକଳ୍ପିତ — Resolved; determined
  • ସଂ. ବିଣ. (ଅଧି+ଅବ+ସୋ ଧାତୁ+କର୍ମ. ତ) — ଆଶଙ୍କିତ — Apprehended
  • ସଂ. ବିଣ. (ଅଧି+ଅବ+ସୋ ଧାତୁ+କର୍ମ. ତ) — ସ୍ଥିରୀକୃତ — Ascertained (M.W.)