ଅଧୋଽଙ୍ଗ Adho-ṅga

  • ସଂ. ବି. (ଅଧଃ+ଅଙ୍ଗ) — ଗୁହ୍ୟଦ୍ୱାର — The anus
  • ସଂ. ବି. (ଅଧଃ+ଅଙ୍ଗ) — ସ୍ତ୍ରୀ ଜନନେନ୍ଦ୍ରିୟ — The female organ