ଅଧୋଲମ୍ବ Adholamba

  • ସଂ. ବି. (ଅଧଃ+ଲମ୍ବ ଧାତୁ+କର୍ତ୍ତୃ. ଅ) — ରାଜମିସ୍ତ୍ରୀର ଓଳମସୂତା — Plumbiline
  • ସଂ. ବି. (ଅଧଃ+ଲମ୍ବ ଧାତୁ+କର୍ତ୍ତୃ. ଅ) — କୌଣସି ରେଖ ଉପରେ ଉପରଆଡ଼ୁ ତଳଆଡ଼କୁ ଟଣାଯିବା ରେଖା — A perpendicular let fall on another line