ଅଧୋଯନ୍ତ୍ର Adhojantra

  • ସଂ. ବି. (ମଧ୍ୟପଦଲୋପୀ; ଅଧଃ+ଯନ୍ତ୍ର) — ଯନ୍ତ୍ରର ନିମ୍ନଭାଗ — The lower part of an apparatus
  • ସଂ. ବି. (ମଧ୍ୟପଦଲୋପୀ; ଅଧଃ+ଯନ୍ତ୍ର) — ବକଯନ୍ତ୍ର — A still