ଅଧୋମୁଖୀ Adhomukhī

  • ସଂ. ବିଣ. ସ୍ତ୍ରୀ. (ଅଧୋମୁଖ+ଈ) — ଅଧୋମୁଖର ସ୍ତ୍ରୀଲିଙ୍ଗ — Feminine of adhomukha
  • ସଂ. ବି — କ୍ଷୁଦ୍ରେକ୍ଷୁ (ହରେକୃଷ୍ଣ ମିଶ୍ର, ଦ୍ରବ୍ୟଗୁଣ) — A kind of sugarcane