ଅଧୋଭକ୍ତ Adhobhakta

  • ସଂ. ବି. (ଅଧଃ+ଭକ୍ତ=ଭାତ) — ଭୋଜନାନ୍ତେ ପିଆଯିବା ପାଣି — Water taken after meal
  • ସଂ. ବି. (ଅଧଃ+ଭକ୍ତ=ଭାତ) — ଖାଇସାରିବା ପରେ ଖିଆଯିବା ଔଷଧ — A dose of medicine which is taken after a meal