ଅଧୁନାତନ Adhunātana
- ସଂ. ବିଣ (ଅଧୁନା+ଘଟିବା ଅର୍ଥରେ. ତନ; ତୁଳନା କର ଅଦ୍ୟତନ; ସାୟନ୍ତନ; ଇଦାନୀନ୍ତନ; ପୁରାତନ; ତଦାନୀନ୍ତନ) — ଆଧୁନିକ; ବର୍ତ୍ତମାନ ଘଟୁଥିବା — Modern; contemporary
- ସଂ. ବିଣ (ଅଧୁନା+ଘଟିବା ଅର୍ଥରେ. ତନ; ତୁଳନା କର ଅଦ୍ୟତନ; ସାୟନ୍ତନ; ଇଦାନୀନ୍ତନ; ପୁରାତନ; ତଦାନୀନ୍ତନ) — ପ୍ରଚଳିତ — Current; in vogue
- ସଂ. ବିଣ (ଅଧୁନା+ଘଟିବା ଅର୍ଥରେ. ତନ; ତୁଳନା କର ଅଦ୍ୟତନ; ସାୟନ୍ତନ; ଇଦାନୀନ୍ତନ; ପୁରାତନ; ତଦାନୀନ୍ତନ) — ବର୍ତ୍ତମାନ ସମୟ ସମ୍ବନ୍ଧୀୟ — Relating to the present times