ଅଧୁଆମୁହାଁ Adhuāmuhāñ

  • ଦେ. ବିଣ. ପୁଂ (ସଂ.ଅଧୌତ+ମୁଖ) — ଯେଉଁ ବ୍ୟକ୍ତି ଖାଇ ସାରିବା ପରେ ମୁହଁ ଧୋଇ ନ ଥାଏ — One who has not washed his mouth and face after meal
  • ଦେ. ବିଣ. ପୁଂ (ସଂ.ଅଧୌତ+ମୁଖ) — ଯେଉଁ ବ୍ୟକ୍ତି ସକାଳୁ ଶଯ୍ୟା ତ୍ୟାଗ କଲାପରେ ମୁହଁ ଧୋଇ ନ ଥାଏ — One who has not washed his face after rising from bed in the morning
  • ଦେ. ବିଣ. ପୁଂ (ସଂ.ଅଧୌତ+ମୁଖ) — ଯେଉଁ ବ୍ୟକ୍ତି ପ୍ରତି ଦିନ ସକାଳ ଶଯ୍ୟାରୁ ଉଠିବା ମାତ୍ରେ ମୁହଁ ଧୁଏ ନାହିଁ — A person not accustomed to wash his face (the first thing in the morning)
  • ଦେ. ବିଣ. ପୁଂ (ସଂ.ଅଧୌତ+ମୁଖ) — [ଦ୍ର—ପ୍ରବାଦ ଅଛି ଯେ ଏପରି ବ୍ୟକ୍ତିର ହାତରେ ସହଜରେ ଚୁଲିରେ ନିଆଁ ଧରେ ନାହିଁ ଏବଂ ଏପରି ବ୍ୟକ୍ତିର ମୁହଁ ସକାଳୁ ଯେ ଚାହେଁ ତାର ସେ ଦିନଯାକ ଅଶୁଭ ଘଟେ।]