ଅଧୁଆମୁହଁ Adhuāmuhañ
- ଦେ. ବି. (ସଂ. ଅଧୌତ+ମୁଖ) — ଭୋଜନ ପରେ ଧୌତ ହୋଇ ନଥିବା ମୁଖ — Mouth unwashed or unrinsed after meal
- ଦେ. ବି. (ସଂ. ଅଧୌତ+ମୁଖ) — ଶୟନରୁ ଉଠି ଧୌତ ହୋଇ ନ ଥିବା ମୁଖ — Face not washed after rising from sleep
- ଦେ. ବି. (ସଂ. ଅଧୌତ+ମୁଖ) — [ଦ୍ର—ପ୍ରବାଦ ଅଛି ଯେ ସକାଳୁ ଉଠି ଅଧୁଆଁମୁହଁରେ କୌଣସି ଅମଙ୍ଗୁଳିଆ ଲୋକର ମୁହଁ ଦେଖିଲେ ଦର୍ଶକର ସେ ଦିନଯାକ ଅଶୁଭ ଘଟେ ଓ ଭଲ ଲୋକର ମୁହଁ ଦେଖିଲେ ଶୁଭ ଫଳ ଘଟେ।]