ଅଧିଷ୍ଠିତ Adhishṭhita

  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ଅଧ୍ୟୁଷିତ; ଯହିଁରେ ବାସ କରାଯାଏ — Inhabited by
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ଅବସ୍ଥିତ — Situated in; standing in
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ସ୍ଥାପିତ — Placed
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ପରିଚାଳିତ — Guided; managed; directed; conducted
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ନିୟନ୍ତ୍ରିତ — Controlled; regulated
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ସାହାଯ୍ୟକୃତ — Aided; supported
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ତତ୍ତ୍ୱାବଧାରିତ — Supervised; watched over
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ଅଧିକୃତ — Occupied; taken possession of; possessed
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ଚଢ଼ାଯାଇଥିବା; ଆରୂଢ଼ — Mounted upon; ridden
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ପ୍ରତିଷ୍ଠିତ — Established; founded
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ଜଗାଇଥିବା — Guarded
  • ସଂ. ବି. (ଅଧି+ ସ୍ଥା ଧାତୁ+ କର୍ମ. ତ) — ନିଯୁକ୍ତ — Employed; engaged