ଅଧିରୋହଣୀ Adhirohaṇī

  • ସଂ. ବି. ସ୍ତ୍ରୀ (ଅଧି+ରୂହ ଧାତୁ=ଚଢ଼ିବା+କରଣ. ଅନ+ସ୍ତ୍ରୀ. ଇ.)—ଯାହାଦ୍ୱାରା କୋଠା ଆଦି ଉପରେ ଚଢ଼ାଯାଏ) — ସିଡ଼ି; ନିଶୁଣି — Leader; stairs
  • ସଂ. ବି. ସ୍ତ୍ରୀ (ଅଧି+ରୂହ ଧାତୁ=ଚଢ଼ିବା+କରଣ. ଅନ+ସ୍ତ୍ରୀ. ଇ.)—ଯାହାଦ୍ୱାରା କୋଠା ଆଦି ଉପରେ ଚଢ଼ାଯାଏ) — କୋଠା ଆଦି ଉପରକୁ ଉଠିବା ପାଇଁ ନିର୍ମିତ ପାହାଚ — Flight of steps; stair-case