ଅଧିବାସନ Adhibāsana
- ସଂ. ବି. (ଅଧି+ବସ ଧାତୁ ଣିଚ୍. ବାସି ଧାତୁ+ ଭାବ. ଅନ) — ଗନ୍ଧମାଲ୍ୟାଦିଦ୍ୱାରା ଅଙ୍ଗସଂସ୍କାର — Toilette
- ସଂ. ବି. (ଅଧି+ବସ ଧାତୁ ଣିଚ୍. ବାସି ଧାତୁ+ ଭାବ. ଅନ) — ଯଜ୍ଞାରମ୍ଭ ପୂର୍ବରୁ ଯଜ୍ଞପୀଠରେ ଦେବବିଗ୍ରହଙ୍କ ଆବାହନ ଓ ପ୍ରତିଷ୍ଠା — Invocation and consecration of an image preliminary to the performance of a sacrifice
- ସଂ. ବି. (ଅଧି+ବସ ଧାତୁ ଣିଚ୍. ବାସି ଧାତୁ+ ଭାବ. ଅନ) — ଜୀବନ୍ୟାସପୂର୍ବକ ଦେବବିଗ୍ରହ ପ୍ରତିଷ୍ଠା — Making a divinity assume his abode inside an image