ଅଧିବତ୍ସର Adhibatsara

  • ସଂ. ବି. (ଅଧି+ବତ୍ସର) — ଅଧିମାସଯୁକ୍ତ ବର୍ଷ; ଯେଉଁ ବର୍ଷରେ ମଳମାସ ଥାଏ — A year containing an extra lunar month