ଅଧିକରଣିକ Adhikaraṇika

  • ସଂ. ବି. ପୁଂ. (ଅଧିକରଣ+ଇକ) — ବିଚାରପତି; ଜଜ୍ — A judge; the presiding officer of a court
  • ସଂ. ବି. ପୁଂ. (ଅଧିକରଣ+ଇକ) — ରାଜକୀୟ ଉଚ୍ଚକର୍ମଚାରୀ; ହାକିମ — A government official