ଅଧିକନ୍ତୁ Adhikantu

  • ସଂ. ଅ. (ଅଧିକଂ+ତୁ) — ଏବଂ — And
  • ସଂ. ଅ. (ଅଧିକଂ+ତୁ) — ଆହୁରି ମଧ୍ୟ; ଏବଂ ମଧ୍ୟ — And also; in addition
  • ସଂ. ଅ. (ଅଧିକଂ+ତୁ) — ପରନ୍ତୁ — On the otherhand; moreover
  • ସଂ. ଅ. (ଅଧିକଂ+ତୁ) — ପୁନଶ୍ଚ — Again
  • ସଂ. ଅ. (ଅଧିକଂ+ତୁ) — ବିଶେଷତଃ — Specially