ଅଧିକଉଁ ଅଧିକ Adhikauñ adhika

  • ଦେ. ବିଣ. (ସଂ. ଅଧିକାଧିକ) — ଆହୁରି ଅଧିକ — Much more
  • ଦେ. ବିଣ. (ସଂ. ଅଧିକାଧିକ) — ଅତି ଅଧିକ; ଢେର୍ ବେଶି — Too much; excessive
  • ଦେ. ବିଣ. (ସଂ. ଅଧିକାଧିକ) — କ୍ରମଶଃ ଅଧିକତର — Gradually increasing
  • ଦେ. ବିଣ. (ସଂ. ଅଧିକାଧିକ) — (ଯଥା—ଦିନକୁ ଦିନ ତା ରୋଗ ଅଧିକଉଁ ଅଧିକ ହେଉଛି।)
  • ଦେ. ବି — ଐଶ୍ୱର୍ଯ୍ୟ; ଶ୍ରୀବୃଦ୍ଧି — Prosperity; affluence
  • ଦେ. ବି — (ଯଥା—ପ୍ରଭୁ ତୋର ଅଧିକଉଁ ଅଧିକ କରନ୍ତୁ।)
  • ଦେ. ବି — ଅସରନ୍ତି ଧନ — Inexhaustible riches
  • ଦେ. ବି — ପ୍ରାଚୁର୍ଯ୍ୟ — Plenty
  • ଦେ. ଅ — ଅତ୍ୟଧିକରୂପେ — Excessively; too much
  • ଦେ. ଅ — ଅପେକ୍ଷା ଅଧିକ — More than
  • ଦେ. ଅ — ପୁନଃପୁନଃ — Again and again; repeatedly; over and over
  • ଦେ. ଅ — ତହୁଁ ବଳି ତହୁଁ ବଳି — One more than the other