ଅଧାଧୁନ୍ଦ୍ Adhādhund

  • ଦେ. ବି. ଓ ବିଣ — ଅନ୍ଦାଧୁନି (ଦେଖ) — Andādhuni (See)
  • ପ୍ରାଦେ. (ସମ୍ବଲପୁର) ବିଣ — ଅକଳିତ — Unfathomable
  • ପ୍ରାଦେ. (ସମ୍ବଲପୁର) ବିଣ — ଗୋଳମାଳିଆ — Confused
  • ପ୍ରାଦେ. (ସମ୍ବଲପୁର) ବିଣ — କିଂକର୍ତ୍ତବ୍ୟବିମୁଢ଼ — Bewildered
  • ପ୍ରାଦେ. (ସମ୍ବଲପୁର) ବି — କିଂକର୍ତ୍ତବ୍ୟବିମୂଢ଼ତା — Bewilderment