ଅଧାଧନ୍ଦ Adhādhanda

  • ଦେ. ବି. ଓ ବିଣ. (ସଂ. ଅନ୍ଧ) — ଅନ୍ଦାଧୁନି (ଦେଖ) — Andādhuni (See)
  • ଦେ. ବି. ଓ ବିଣ. (ସଂ. ଅନ୍ଧ) — ବିଚାରି ବୁଝିଲେ ଏ ବହୁତ ଅଧାଧନ୍ଦ। ପ୍ରାଚୀ, ବ୍ରହ୍ମନିରୂପଣ ଗୀତା