ଅଧାତୁମନ୍ତ Adhātumanta

  • ପ୍ରାଚୀନପଦ୍ୟ. ବିଣ. (ସଂ. ଅ+ଧତୁମତ୍) — ପଞ୍ଚଭୂତ—ସମ୍ବନ୍ଧ—ଶୂନ୍ୟ — Devoid of the five elements
  • ପ୍ରାଚୀନପଦ୍ୟ. ବିଣ. (ସଂ. ଅ+ଧତୁମତ୍) — ଅଧାତୁମନ୍ତ ଆତ୍ମା ହୋଏ, ଧାତୁ ଘଟଣ ଦେହ ବହେ। ଜଗନ୍ନାଥ, ଭାଗବତ।