ଅଧାକୋଠା Adhākoṭhā

  • ଦେ. ବି. (ସଂ. ଅର୍ଦ୍ଧ+କୋଷ୍ଠ) — ଯେଉଁ କୋଠାର କାନ୍ଥମାନ ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ଉଠି ନ ଥାଏ କିମ୍ବା ଯେଉଁ କୋଠାରେ ଛାତ ପଡ଼ି ନ ଥାଏ — Half-built brick-building