ଅଧାକାନ୍ଥ Adhākāntha
- ଦେ. ବି. (ସଂ. ଅର୍ଦ୍ଧ+କୁଡ୍ୟ) — ଅଳ୍ପଉଚ୍ଚକୁ ଉଠିଥିବା କାନ୍ଥ; ଯେଉଁ କାନ୍ଥ ଘରର ଚାଳକୁ ଲାଗି ନ ଥାଏ — A low wall; a wall raised upto a certain height only
- ଦେ. ବି. (ସଂ. ଅର୍ଦ୍ଧ+କୁଡ୍ୟ) — [ଦ୍ର—ଗୋଟିଏ ହଲ୍ ବା ବଡ଼ ଘରର ଭିତର ଅଂଶକୁ ଏକାଧିକ ସ୍ୱତନ୍ତ୍ର ଭାଗରେ ବିଭକ୍ତ କରିବାକୁ ହେଲେ ମଝିରେ ମଝିରେ ଖଣ୍ଡିଏ ଲେଖାଏଁ ଅଧାକାନ୍ଥ ଦିଆଯାଏ; ଏହି ଅଧାକାନ୍ଥ ବେଳେ ବେଳେ ପରଦା କାମ କରେ।]
- ଦେ. ବି. (ସଂ. ଅର୍ଦ୍ଧ+କୁଡ୍ୟ) — ଯେଉଁ କାନ୍ଥ ଅବଧି ନିର୍ଦ୍ଦିଷ୍ଟ ଉଚ୍ଚତା ପର୍ଯ୍ୟନ୍ତ ନିର୍ମିତ ହୋଇ ନାହିଁ — Half-finished wall