ଅଧାକାଣ୍ଡିଆ Adhākāṇḍiā
- ଦେ. ବିଣ. (ସଂ. ଅର୍ଦ୍ଧ+କାଣ୍ଡ) — ଅସମ୍ପୂର୍ଣ୍ଣ (କାର୍ଯ୍ୟ) — Incomplete (work)
- ଦେ. ବିଣ. (ସଂ. ଅର୍ଦ୍ଧ+କାଣ୍ଡ) — ଆଂଶିକ — Partial
- ଦେ. ବିଣ. (ସଂ. ଅର୍ଦ୍ଧ+କାଣ୍ଡ) — ଅର୍ଦ୍ଧ ସମ୍ପନ୍ନ; ଅର୍ଦ୍ଧକୃତ — Half-finished; half-done
- ଦେ. ବିଣ. (ସଂ. ଅର୍ଦ୍ଧ+କାଣ୍ଡ) — ଅସମାପ୍ତ — Unfinished
- ଦେ. କ୍ରି. ବିଣ — ଅସମ୍ପୂର୍ଣ୍ଣରୂପେ (କରାଯାଉଥିବା) — Incompletely; in a half-finished condition
- ଦେ. କ୍ରି. ବିଣ — ଅଂଶତଃ — Partially