ଅଧାକପାଳି Adhākapāḻi
- ଦେ. ବି. (ସଂ. ଅର୍ଦ୍ଧ+କପାଳ)— କପାଳର ବାମ ବା ଡାହାଣ ପାଖ ବିନ୍ଧିବା ରୋଗ; ସୂର୍ଯ୍ୟାବର୍ତ୍ତ ରୋଗ — Neuralgia; Hemicrania
- ଦେ. ବି. (ସଂ. ଅର୍ଦ୍ଧ+କପାଳ)— [ଦ୍ର—ଏହି ରୋଗ ପ୍ରତିଦିନ ସୁର୍ଯ୍ୟାଦୟ ବେଳେ ଆରମ୍ଭ ହୋଇ ଦିନ ଦୁଇ ପହର ପର୍ଯ୍ୟନ୍ତ ବିନ୍ଧା ବଢ଼େ ଓ ଦି' ପହର ବାଦ୍ କ୍ରମେ କ୍ରମେ ବିନ୍ଧା କମି କମି ସୂର୍ଯ୍ୟାସ୍ତ ବେଳକୁ ଛାଡ଼ି ଯାଏ।]