ଅଧାଉମରିଆ Adhāumariā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅର୍ଦ୍ଧ+ଆ. ଉମର୍) — ଅଧାବୟସିଆ; ପ୍ରୌଢ଼; ଯେ ଯୁବା ନୁହେ କି ବୁଢ଼ା ନୁହେ — Middle-aged; grown up; adult (person)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅର୍ଦ୍ଧ+ଆ. ଉମର୍) — ଦରବୁଢ଼ା — Half old