ଅଧାଅଧା Adhāadhā
- ଦେ. କ୍ରି. ବିଣ — ସ୍ଥୂଳତଃ ଅଧେ; ଆଠ ପଣି — Roughly half
- ଦେ. କ୍ରି. ବିଣ — ଅର୍ଦ୍ଧମାତ୍ରା କ୍ରମେ — By halves
- ଦେ. କ୍ରି. ବିଣ — ଅସମ୍ପୂର୍ଣ୍ଣ ଭାବରେ — Incompletely
- ଦେ. ବିଣ — ଅର୍ଦ୍ଧପୂର୍ଣ୍ଣ — Half-filled
- ଦେ. ବିଣ — ଅର୍ଦ୍ଧ ନିଃଶେଷିତ — Half emptied; reduced by half
- ଦେ. ବିଣ — (ଯଥା— 5 ଜଣ ଖାଇବା ପରେ ଭାତ ହାଣ୍ଡି ଅଧାଅଧା ହୋଇଗଲା।) — (ଯଥା—5ଜଣ ଖାଇବା ପରେ ଭାତ ହାଣ୍ଡି ଅଧାଅଧା ହୋଇଗଲା)
- ଦେ. ବିଣ — ଦୁଇ ସମାନ ଭାଗରେ ବିଭକ୍ତ — Divided into two equal parts
- ଦେ. ବିଣ — ପ୍ରାୟେ ଅଧେ — Roughly half
- ଦେ. ବିଣ — ଅର୍ଦ୍ଧସ୍ଫୁଟ ଦରୋଟି (କଥା) — Half uttered (words)