ଅଧର୍ମାତ୍ମା Adharmātmā

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅ+ଧର୍ମାତ୍ମନ୍; 1 ମା. 1 ବ.) — ପାପାତ୍ମା; ପାପପ୍ରକୃତିକ — Of sinful nature or disposition