ଅଧରସପତ୍ନ Adharasapatna

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଧର+ସପତ୍ନ; ଯାହାର ଶତ୍ରୁମାନେ ପରାଜିତ ହୋଇ ବା ମରି ତଳେ ପଡ଼ିଛନ୍ତି; ଯେ ଶତ୍ରୁମାନଙ୍କୁ ପରାଜିତ କରିଅଛି) — One whose enemise are worsted or silenced (M.W.)