ଅଧରବିନ୍ଦୁ Adharabindu

  • ସଂ. ବି. (ମଧ୍ୟପଦଲୋପୀ କର୍ମଧା; ଅଧରଚିତ୍ରିତବିନ୍ଦୁ) — ସ୍ତ୍ରୀଲୋକମାନଙ୍କ ତଳ ଓଠ ବା ଥୋଡ଼ିରେ ଚିତ୍ରିତ କଳା ଟୋପି ବା କଳା ଚିତା — Spot of black painted on the tip of the lip by women