ଅଧରକାରୀ Adharakārī

  • ଦେ. ବିଣ — ଉତ୍କୃଷ୍ଟତାଦ୍ୱାରା ପରାଭବକାରୀ — Vanquishing excelling
  • ଦେ. ବିଣ — ବନ୍ଧୁକ ଅଧରକାରୀ ଅଧରିରେ ବନ୍ଧୁ ତୁ ମୋ ରକ୍ଷଣରେ। ଭଞ୍ଜ, ବୈଦେହୀଶବିଳାସ, 2 । 21 । — ବନ୍ଧୁକ ଅଧରକାରୀ ଅଧରିରେ ବନ୍ଧୁ ତୁ ମୋ ରକ୍ଷଣରେ ଭଞ୍ଜ, ବୈଦେହୀଶବିଳାସ,221