ଅଧମା ନାୟିକା Adhamā nāyikā

  • ସଂ. ବି. ସ୍ତ୍ରୀ — ଯେଉଁ ନାୟିକା ପ୍ରିୟ ବା ହିତକାରୀ ନାୟକ ପ୍ରତି କୁବ୍ୟବହାର କରେ; ପ୍ରକୃତି ଅନୁସାରେ ତିନି ଶ୍ରେଣୀର ନାୟିକ ମଧ୍ୟରୁ ନୀଚତମା — A mean-minded lady