ଅଧମଭୃତ Adhamabhṛuta

  • ସଂ. ବି. ପୁଂ. (କର୍ମଧା) — ଅତି ନୀଚ କର୍ମ କରିବା ପାଇଁ ନିଯୁକ୍ତ ଚାକର — A menial servant
  • ସଂ. ବି. ପୁଂ. (କର୍ମଧା) — ଭାରବାହୀ ବା ବୋଝିଆ; କୁଲି — A cooly; porter; groom
  • ସଂ. ବି. ପୁଂ. (କର୍ମଧା) — [ଦ୍ର—କାର୍ଯ୍ୟ ଅନୁସାରେ ଭୃତ୍ୟମାନଙ୍କୁ ତିନି ଶ୍ରେଣୀରେ ବିଭକ୍ତ କରାଯାଇ ଅଛି
  • ସଂ. ବି. ପୁଂ. (କର୍ମଧା) — ଅସ୍ତ୍ର ଶସ୍ତ୍ର ବ୍ୟବହାରକାରୀ—ଉତ୍ତମ;
  • ସଂ. ବି. ପୁଂ. (କର୍ମଧା) — ହଳିଆ; କୋଠିଆ; ଖମାରୀ—ମଧ୍ୟମ;
  • ସଂ. ବି. ପୁଂ. (କର୍ମଧା) — ଭାରବାହୀ; ବୋଝିଆ; କୁଲି—ଅଧମ।]