ଅଧମ Adhama
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ନୀଚ; ନୀଚତମ — Base
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ନିମ୍ନତମ — Lowest
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ହୀନ; ହୀନତମ — Vile; vilest
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଅତି ସାମାନ୍ୟ — Very slight; humble
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଅତି ନିକୃଷ୍ଟ — Very inferior; mean
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଅତି ଅଯୋଗ୍ୟ — Very unworthy
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ହେୟ — Insignificant
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଘୃଣ୍ୟ — Despicable
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଅତି ମନ୍ଦ — Very bad
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ପାପୀ — Sinful
- ସଂ. ବିଣ. (ଅବ ଧାତୁ— ଗମନ କରିବା+କର୍ତ୍ତ. ଅମ; ନିପାତନ) — ଦୁଷ୍ଟ — Wicked
- ସଂ. ବି — ନିର୍ଲଜ୍ଜ ନାଗର ବା ଉପପତି; ଭୟ, ଦୟା ଓ ଲଜ୍ଜାଶୂନ୍ୟ ଏବଂ କାମକ୍ରିଡ଼ା ବିଷୟରେ କର୍ତ୍ତବ୍ୟାକର୍ତ୍ତବ୍ୟ— ବିଚାରହିତ ବ୍ୟକ୍ତି—(ଶବ୍ଦକଳ୍ପଦ୍ରୁମ) — An unblushing paramour (M.W.); an unblushing sensualist