ଅଧମରା Adhamarā

  • ଦେ. ବିଣ. (ସଂ. ଅର୍ଦ୍ଧ+ମର) — ଅର୍ଦ୍ଧ ମୃତ; ଦରମରା; ମୃତକଳ୍ପ — Almost dead; half-dead
  • ଦେ. ବିଣ. (ସଂ. ଅର୍ଦ୍ଧ+ମର) — ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ — Exceedingly tired
  • ଦେ. ବିଣ. (ସଂ. ଅର୍ଦ୍ଧ+ମର) — ମୁମୂର୍ଷ; ଶୁକୁଶୁକୁ ହେଉଥିବା — Dying