ଅଧପାଆକିଆ Adhapāākiā

  • ଦେ. ବିଣ — ଯେଉଁ ପାତ୍ରରେ ଅଧାପାଆ ପରିମିତ ପଦାର୍ଥ ସମ୍ଭାଏ — (Pot) Of the capacity of /8 of a seer
  • ଦେ. ବିଣ — ଯେଉଁ ହାଣ୍ଡିରେ ଅଧପାଏ ଚାଉଳ ସିଝି ଭାତ ରନ୍ଧା ଯାଇପାରେ — (cooking-pot) Of the capacity for boiling 1/8 seer of rice
  • ଦେ. ବିଣ — ଯେଉଁ ବସ୍ତୁର ପ୍ରତ୍ୟେକର ଓଜନ ଅଧପାଆ— (ଯଥା—ଅଧପାଆକିଆ ଲଡ୍ଡୁ) — (things) Each of which weighs 1/8 seer
  • ଦେ. ବି — ଅଧପାଇ (ଦେଖ) — Adhapāi (See)