ଅଧଃଶିରଃ Adhaḥṡiraḥ

  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅଧଃ+ଶିରସ୍ 1 ମା. 1 ବ) — ଅଧୋମୁଖ; ମୁଣ୍ଡ ତଳକୁ ପୋତିଥିବା — Holding the head downwards
  • ସଂ. ବିଣ. ପୁଂ. ଓ ସ୍ତ୍ରୀ. (ବହୁବ୍ରୀହି; ଅଧଃ+ଶିରସ୍ 1 ମା. 1 ବ) — ତଳକୁ ପଡ଼ିଲା ବେଳେ ମୁଣ୍ଡତଳ ଆଡ଼କୁ ଥିବା — Head foremost