ଅଧଃକ୍ରିୟା Adhaḥkriyā

  • ସଂ. ବି. (ଅଧଃ+କ୍ରିୟା) — ଅଧୋଗମନ; ଅବନତି — Degradation
  • ସଂ. ବି. (ଅଧଃ+କ୍ରିୟା) — ଅସମ୍ମାନ — Dishonour