ଅଧଃକୃତ Adhahkṛuta
- ସଂ. ବିଣ. (ଅଧଃ+କୃତ) — ପରାଜିତ — Vanquished
- ସଂ. ବିଣ. (ଅଧଃ+କୃତ) — ସୁମଧୁର ଅର୍ଦ୍ଧସ୍ଫୁଟ ମିଷ୍ଠଭାଷେ ଅଧଃକୃତ କରି ସାଚି—ରାଧାନାଥ, ପାର୍ବତୀ।
- ସଂ. ବିଣ. (ଅଧଃ+କୃତ) — ଗିଳାଯାଇଥିବା; ଭକ୍ଷିତ — Swallowed; eaten
- ସଂ. ବିଣ. (ଅଧଃ+କୃତ) — ତଳକୁ ନିଆଯାଇଥିବା — Taken downwards
- ସଂ. ବିଣ. (ଅଧଃ+କୃତ) — ଘୃଣିତ — Despised
- ସଂ. ବିଣ. (ଅଧଃ+କୃତ) — ଯାହାକୁ କେହି ବଳିଯାଇଅଛି — Surpassed
- ସଂ. ବିଣ. (ଅଧଃ+କୃତ) — ଫିଙ୍ଗା ଯାଇଥିବା — Cast down (M.W.)