ଅଦ୍ୱୈତାଚାର୍ୟ୍ୟ Adwa̲i̱tachārj̄ya
- ଦେ. ବି. (ନାମ) — ଚୈତନ୍ୟଙ୍କ ସମସାମୟିକ (ପଞ୍ଚଦଶ ଶତାବ୍ଦିର ଶେଷ ଭାଗ) ନଦିଆ ନିକଟବାସୀ ଭକ୍ତ ପଣ୍ଡିତ। ଏ ଜଣେ ଗୋସ୍ୱାମୀ ଥିଲେ ଓ ଅନେକ ବୈଷ୍ଣବ ଗ୍ରନ୍ଥ ରଚନାକରିଥିଲେ — Name of a devoted pandit and Ba̲i̱sṇaba author contemporary with Ṡrī Cha̲i̱tanya