ଅଦ୍ୟଶ୍ୱୀନା Adyaṡwīnā

  • ସଂ. ବିଣ. ସ୍ତ୍ରୀ. (ଅଦ୍ୟଶ୍ୱୀନ+ଆ) — ଅଦ୍ୟଶ୍ୱୀନର ସ୍ତ୍ରୀଲିଙ୍ଗ — Feminine of Adyaṡwīna
  • ସଂ. ବିଣ. ସ୍ତ୍ରୀ. (ଅଦ୍ୟଶ୍ୱୀନ+ଆ) — ଆସନ୍ନପ୍ରସବା (ସ୍ତ୍ରୀ); ଯେ ଆଜି ବା କାଲି ଜନ୍ମ କରିବ — (a women or female-animal) Likely to be delivered of a child to day or tomorrow
  • ସଂ. ବି. ସ୍ତ୍ରୀ — ଆସନ୍ନପ୍ରସବା ସ୍ତ୍ରୀ — A female near delivery
  • ସଂ. ବି. ସ୍ତ୍ରୀ — ଆସନ୍ନପ୍ରସବା ଗାଭୀ — A cow near delivery