ଅଦ୍ରିଭିତ୍ Adribhit

  • ସଂ. ବିଣ. ପୁଂ. (ଅଦ୍ରି+ଭିଦ୍ ଧାତୁ+କର୍ତ୍ତୃ. କ୍ୱିପ; ଅଦ୍ରିଭିଦ୍ 1 ମା. 1 ବ.; ବଜ୍ରଦ୍ୱାରା ପର୍ବତ ଭେଦକାରୀ) — ଇନ୍ଦ୍ର — God Indra