ଅଦ୍ରିଜା Adrijā

  • ସଂ. ବିଣ. ସ୍ତ୍ରୀ. (ଅଦ୍ରିଜ+ଆ) — ଅଦ୍ରିଜର ସ୍ତ୍ରୀ ଲିଙ୍ଗ — Feminine of Adrija
  • ସଂ. ବି. ସ୍ତ୍ରୀ — ପାର୍ବତୀ — Goddess pārbatī
  • ସଂ. ବି. ସ୍ତ୍ରୀ — ସୈଂହଳୀ ଗୁଳ୍ମ — The plant Sa̲i̱ṁhaḻī (M.W.)