ଅଦ୍ରିଜାତ Adrijāta

  • ସଂ. ବିଣ. (ପଞ୍ଚମୀ ତତ୍; ଅଦ୍ରି+ଜାତ) — ପର୍ବତରୁ ଉତ୍ପନ୍ନ — Born of or produced from the mountains
  • ସଂ. ବି — ଦାବାନଳ — Forest conflagration
  • ସଂ. ବି — ପର୍ବତଜାତ ଅଗ୍ନି — Conflagration arising out of the hills
  • ସଂ. ବି — ହଂସ — Swan
  • ସଂ. ବି — ପରମାତ୍ମା — The Supreme Soul