ଅଦ୍ଭୁତୋପମା Adbhutopamā
- ସଂ. ବି — ଉପମାଳଙ୍କାରବିଶେଷ — A figure in Rhetoric
- ସଂ. ବି — [ଦ୍ର—କବି ବର୍ଣ୍ଣିତ ବସ୍ତୁମାନଙ୍କୁ ଅନ୍ୟ କୌଣସି ବସ୍ତୁମାନଙ୍କ ସଙ୍ଗେ ତୁଳନା କରିବାଦ୍ୱାରା ପାଠକ ମନରେ ବିସ୍ମୟ ଉତ୍ପାଦନ କରନ୍ତି। ଯଥା
- ସଂ. ବି — ସର୍ବ ମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା। ଲତାରୁ ଏବେ ପର୍ବତ ଜାତ ହେଲା ଚାହିଁ କମ୍ପିବେ ଊର୍ଦ୍ଧ୍ୱରେତା। ଭଞ୍ଜ, ପ୍ରେମସୁଧାନିଧି 4 / 2 । — ସର୍ବ ମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା ଲତାରୁ ଏବେ ପର୍ବତ ଜାତ ହେଲା ଚାହିଁ କମ୍ପିବେ ଊର୍ଦ୍ଧ୍ୱରେତା ଭଞ୍ଜ, ପ୍ରେମସୁଧାନିଧି4/2
- ସଂ. ବି — ଅର୍ଥାତ୍ ପର୍ବତରୁ ସିନା ଲତା ଜାତ ହୁଏ କିନ୍ତୁ ବର୍ଣ୍ଣିତା ନାଗରୀ— ଠାରେ ତାର ଦେହରୂପ ଲତାରୁ କୁଚରୂପ ପର୍ବତ ଜାତ ହୋଇ ଅଛି। ଅତଏବ ଏହି ଉପମାଦ୍ୱାରା ମନରେ ବିସ୍ମୟ ଜନ୍ମୁଅଛି।]