ଅଦ୍ଭୁତକର୍ମା Adbhutakaramā
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ଅଦ୍ଭୁତ+କର୍ମନ୍; 1 ମା. 1 ବ.) — ଆଶ୍ଚର୍ଯ୍ୟଜନକ କର୍ମ କଲାବାଲା — (a person) Of wonderful deeds
- ସଂ. ବିଣ. ପୁଂ ଓ ସ୍ତ୍ରୀ. (ବହୁବ୍ରୀହି; ଅଦ୍ଭୁତ+କର୍ମନ୍; 1 ମା. 1 ବ.) — ବିସ୍ମୟଉତ୍ପାଦକ କାରିଗରୀ ଦେଖାଇବା (ଲୋକ) — Exhibiting wonderful workmanship (M.W.)