ଅଦୃଷ୍ଟି Adṛushṭi
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — ଅନ୍ୟ ଦ୍ୱାରା ଦେଖା ନ ଯିବା ଅବସ୍ଥା — Invisibility
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — ମନ୍ଦ ବା ଅମଙ୍ଗଳକର ଦୃଷ୍ଟି — An evil eye
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — କ୍ରୋଧ ପୂର୍ଣ୍ଣ ଦୃଷ୍ଟି — An angry look
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — ଈର୍ଷାଯୁକ୍ତ ଦୃଷ୍ଟି — A malicious glance
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — ଅସନ୍ତୁଷ୍ଟ ଦୃଷ୍ଟି; ବିରକ୍ତସୂଚକ ଦୃଷ୍ଟି — A displeased look; a look of displeasure
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — କ୍ରୂର ଦୃଷ୍ଟି — A cruel look
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — ଲୋଲୁପ ଦୃଷ୍ଟି — A convetuous look
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — (ନ୍ୟାୟ ଦର୍ଶନ) ଶିଷ୍ୟମାନଙ୍କ ତିନି ଶ୍ରେଣୀରୁ ଏକ ଶ୍ରେଣୀ; ମଧ୍ୟମାଧିକାରୀ ଶିଷ୍ୟ — A class of disciples
- ସଂ. ବି. (ନଞ ତତ୍; ଅ+ଦୃଷ୍ଟି) — (ହିନ୍ଦି ଶବ୍ଦସାଗର)
- ସଂ. ବିଣ. (ବହୁବ୍ରୀହି) — ଦୃଷ୍ଟି ଶକ୍ତିହୀନ; ଅନ୍ଧ — Blind; sightless
- ଦେ. ବିଣ — ଅଦୃଷ୍ଟିଆ (ଦେଖ) — Adṛushṭiā (See)
- ଦେ. ବିଣ — (ସଂ. ଅଦୃଷ୍ଟା)—ଅଦୃଷ୍ଟ — Unseen